There are no items in your cart
Add More
Add More
| Item Details | Price | ||
|---|---|---|---|
Vanee welcome all LOGIC students of Odisha to know and Learn positively and actual Logical concepts here in English & Odia version
Instructor: Dr A K Dutta
Language: ODIA & ENGLISH
Validity Period: Lifetime
ଓଡ଼ିଶାର +୨ ପଢ଼ୁଥିବା ଛାତ୍ରଛାତ୍ରୀଙ୍କୁ ମୁଖ୍ୟ ଧାରାକୁ ଫେରାଇ ଆଣିବା ପାଇଁ "ବାଣୀ"ର ଏହା ଏକ ପ୍ରୟାସ। ଏବେ କେବଳ ତର୍କଶାସ୍ତ୍ର ପାଇଁ +୨ ୨ୟ ବର୍ଷ ବା ଦ୍ୱାଦଶ ଶ୍ରେଣୀରେ ପଢ଼ୁଥିବା ଛାତ୍ରଛାତ୍ରୀ ଙ୍କ ପାଇଁ ବିନା ଶୁଳ୍କରେ Whatsapp & Youtube "MEMBERS ARENA" ମାଧ୍ୟମରେ ବର୍ଷସାରା ସମ୍ପୂର୍ଣ୍ଣ ତର୍କ ପାଠ୍ୟକ୍ରମ 50 କ୍ଲାସ ଦ୍ୱାରା ପାଇପାରିବେ। ସବୁ କ୍ଲାସର ରେକର୍ଡ଼ିଂ ମାଗଣାରେ ପାଇପାରିବେ। ଏହା Vanee WhatsApp, Vanee pre-approved App, Vanee Website, Youtube ରେ ଉପଲବ୍ଧ ହେବ।